ବୃଷ ଧ୍ୱଜ Bṛusha dhwaja
- ସଂ. ବି—(ବହୁବ୍ରୀହି; ବୃଷ=ଷଣ୍ଢ+ଧ୍ୱଜ=ଚିହ୍ନ) — ମହାଦେବ — Ṡiba
- ସଂ. ବି—(ବହୁବ୍ରୀହି; ବୃଷ=ଷଣ୍ଢ+ଧ୍ୱଜ=ଚିହ୍ନ) — (ବୃଷ=ମୂଷା+ଧ୍ୱଜ=ଚିହ୍ନ) ଗଣେଶ — Gaṇeṡa
- ସଂ. ବି—(ବହୁବ୍ରୀହି; ବୃଷ=ଷଣ୍ଢ+ଧ୍ୱଜ=ଚିହ୍ନ) — (ବୃଷ=ଧର୍ମ+ଧ୍ୱଜ=ଚିହ୍ନ) ପୁଣ୍ୟବାନ୍ ବ୍ୟକ୍ତି — A pious and virtuous man