ବୃନ୍ଦିଷ୍ଠ Bṛundishṭha

  • ସଂ. ବିଣ (ବୃନ୍ଦାରକ=ଶ୍ରେଷ୍ଠ, ମନୋଜ୍ଞ+ଅତିଶୟାର୍ଥେ ଇଷ୍ଠ, ବୃନ୍ଦାରକ ସ୍ଥାନରେ ବୃନ୍ଦ) — ଅତିଶୟ ସୁନ୍ଦର — Very beautiful
  • ସଂ. ବିଣ (ବୃନ୍ଦାରକ=ଶ୍ରେଷ୍ଠ, ମନୋଜ୍ଞ+ଅତିଶୟାର୍ଥେ ଇଷ୍ଠ, ବୃନ୍ଦାରକ ସ୍ଥାନରେ ବୃନ୍ଦ) — ସର୍ବପ୍ରଧାନ — Chief; principal
  • ସଂ. ବିଣ (ବୃନ୍ଦାରକ=ଶ୍ରେଷ୍ଠ, ମନୋଜ୍ଞ+ଅତିଶୟାର୍ଥେ ଇଷ୍ଠ, ବୃନ୍ଦାରକ ସ୍ଥାନରେ ବୃନ୍ଦ) — ଅତି ଯଶସ୍ୱୀ — Very renowned