ବୃନ୍ଦାରକ Bṛundāraka

  • ସଂ. ବି (ବୃଣ ଧାତୁ+କର୍ତ୍ତୃ. ଦାର+କ) — ଦେବତା — A Deity
  • ସଂ. ବି (ବୃଣ ଧାତୁ+କର୍ତ୍ତୃ. ଦାର+କ) — ଦଳପତି — A leader
  • ସଂ. ବିଣ — ପ୍ରଧାନ — Chief
  • ସଂ. ବିଣ — ଶ୍ରେଷ୍ଠ — Eminent
  • ସଂ. ବିଣ — ସୁନ୍ଦର — Beautiful
  • ସଂ. ବିଣ — ତୃପ୍ତିକର; ମନୋଜ୍ଞ — Pleasing
  • ସଂ. ବିଣ — ଉତ୍କୃଷ୍ଟ — Excellent
  • ସଂ. ବିଣ — ସର୍ବୋତ୍ତମ — Best
  • ସଂ. ବିଣ — ବୃହତ୍ — Big; large
  • ସଂ. ବିଣ — ବିଖ୍ୟାତ — Renowned; celebrated