ବୃନ୍ତାକୀ Bṛuntākī

  • ସଂ. ବି (ବୃନ୍ତ+ଅକ ଧାତୁ=ଗମନ କରିବା+ଅ+ଈ) — ବାର୍ତ୍ତାକୁ; ବାଇଗଣ — Brinjal; egg plant; Solanum Melongena
  • ସଂ. ବି (ବୃନ୍ତ+ଅକ ଧାତୁ=ଗମନ କରିବା+ଅ+ଈ) — ପୋଇ ଶାଗ (ହି. ଶ) — Malabar nightshade (potherb)