ବୃଦ୍ଧସୂତ୍ରକ Bṛuddhasūtraka

  • ସଂ. ବି (ବୃଦ୍ଧ+ସୂତ୍ର+କ) — ଇନ୍ଦ୍ର ତୁଳ; ଆକାଶରେ ଉଡ଼ୁଥିବା ଏକପ୍ରକାର ତୁଳା ଲାଗିଥିବା ମଞ୍ଜି — The down of seeds floating in the air
  • ସଂ. ବି (ବୃଦ୍ଧ+ସୂତ୍ର+କ) — ଆକାଶରେ ଉଡ଼ୁଥିବା ବୁଢ଼ିଆଣି ସୂତା — Spider's thread floating in the air