ବୃଦ୍ଧଦାରକ Bṛuddhadāraka
- ସଂ. ବି — ମଖମଲ ଗଛ; କଲମ୍ବୀ ଆଦି ବର୍ଗର ଓଷଧିଲତା— ବିଶେଷ; ବୀଜତାଡ଼କ — The elephant creeper; name of a medicinal creeper; Argyreia Speciosa; Gmelina Asiatica
- ସଂ. ବି — [ଦ୍ର—ଏହା ଶ୍ୱେତ ଓ ରକ୍ତ ଭେଦରେ ଦୁଇ ପ୍ରକାର। ଏହାର ମଞ୍ଜି ଔଷଧରେ ଲାଗେ; ପତ୍ର ବଡ଼ ବଡ଼ ଓ ପାନ ପତ୍ରପରି; ଫୁଲ ବଡ଼ ବଡ଼ ନାଲିଆ ଓ ବାଇଗଣୀ; ବର୍ଷା ଓ ଶୀତଦିନେ ଫୁଟେ। ଏହା ମଧ୍ୟ ସାନ ବଡ଼ ଭେଦରେ ଦୁଇ ପ୍ରକାର। ସାନ ବୃଦ୍ଧଦାରକର ସଂ. ନାମ— ଜୀର୍ଣ୍ଣଦାରୁ, ସୁପୁଷ୍ପିକା, ସୂକ୍ଷ୍ମ— ପତ୍ର। ବଡ଼ ବୃଦ୍ଧଦାରକର ସଂ. ନାମ—ବୃଦ୍ଧଦାରକ ଓ ଛାଗଳାନ୍ତ୍ରୀ। ଦ୍ରବ୍ୟଗୁଣ କଳ୍ପଦ୍ରୁମ। ବୈଦ୍ୟକ ମତରେ ଏହା ରସାୟନ, ବଳକର, ପିଚ୍ଛଳ। ଏହା ଶୋଥ, ବାତ— ଦୁଷ୍ଟି, ଆମବାତ, କାଶ, ଶ୍ୱାସ ଓ ଜ୍ୱରନାଶକ।]