ବୃଦ୍ଧତା Bṛuddhatā

  • ସଂ. ବି—(ବୃଦ୍ଧ+ଭାବ. ତା; ତ୍ୱ) — ବାର୍ଦ୍ଧକ୍ୟ; ବୃଦ୍ଧାବସ୍ଥା — Old age
  • ସଂ. ବି—(ବୃଦ୍ଧ+ଭାବ. ତା; ତ୍ୱ) — ପାଣ୍ଡିତ୍ୟ — Learning