ବୃଦ୍ଧ ଗଣ୍ଡୁକୀ Bṛuddha gaṇḍukī

  • ଦେ. ବି — ଲଙ୍କାରେ ପ୍ରବାହିତ ନଦୀ ବିଶେଷ — Name of a river flowing in Ceylon
  • ଦେ. ବି — [ଉ—ବୃଦ୍ଧ ଗଣ୍ଡୁକୀ ନଦୀ ସ୍ନାନରେ ବଳାଇଲେ ଚିତ୍ତ ତତପରେ। ଭଞ୍ଜ. ବୈଦେହୀଶବିଳାସ।]
  • ଦେ. ବି — ମୁଜଫରପୁରରେ ପ୍ରବାହିତ ଗଣ୍ଡକ ନଦୀର ନାମ — Name of the river Gaṇḍaki while passing by Muzafferpur