ବୃତ୍ତିକର Bṛuttikara

  • ସ. ବିଣ. ପୁଂ—(ବୃତ୍ତି+କୃ ଧାତୁ+କର୍ତ୍ତୃ. ଅ) — ଯାହା ଜୀବିକା ପ୍ରଦାନକରେ; ପରିପୋଷଣକାରୀ — Supplying livelihood; maintaining
  • ସ. ବିଣ. ପୁଂ—(ବୃତ୍ତି+କୃ ଧାତୁ+କର୍ତ୍ତୃ. ଅ) — (ଉ—ଏଣୁ ବହୁତ ବୃତ୍ତିକରୀ, ଭୋ ବିପ୍ର ମାଗ ବସୁନ୍ଧରୀ। ଜଗନ୍ନାଥ—ଭାଗବତ)।