ବୃତ୍ତାନ୍ତ Bṛuttānta

  • ସଂ. ବି—(ବୃତ୍ତ=ଜାତ+ଅନ୍ତ=ନିର୍ଣ୍ଣୟ ଯହିଁରୁ; ବହୁବ୍ରୀହି) — ବାର୍ତ୍ତା; ସଂବାଦ; ସମାଚାର — News; report; tidings; information
  • ସଂ. ବି—(ବୃତ୍ତ=ଜାତ+ଅନ୍ତ=ନିର୍ଣ୍ଣୟ ଯହିଁରୁ; ବହୁବ୍ରୀହି) — ଘଟି— ଥିବା ଘଟନାର ଧାରାବାହିକ ବର୍ଣ୍ଣନା; ବିବରଣ — Description; details of an event
  • ସଂ. ବି—(ବୃତ୍ତ=ଜାତ+ଅନ୍ତ=ନିର୍ଣ୍ଣୟ ଯହିଁରୁ; ବହୁବ୍ରୀହି) — ପ୍ରକାର — Sort; kind; nature
  • ସଂ. ବି—(ବୃତ୍ତ=ଜାତ+ଅନ୍ତ=ନିର୍ଣ୍ଣୟ ଯହିଁରୁ; ବହୁବ୍ରୀହି) — ପ୍ରସ୍ତାବ — Proposal; mention of a matter
  • ସଂ. ବି—(ବୃତ୍ତ=ଜାତ+ଅନ୍ତ=ନିର୍ଣ୍ଣୟ ଯହିଁରୁ; ବହୁବ୍ରୀହି) — ବ୍ୟାପାର; ବିଷୟ — Any matter; any subject
  • ସଂ. ବି—(ବୃତ୍ତ=ଜାତ+ଅନ୍ତ=ନିର୍ଣ୍ଣୟ ଯହିଁରୁ; ବହୁବ୍ରୀହି) — ଭାବ — Meaning; disposition
  • ସଂ. ବି—(ବୃତ୍ତ=ଜାତ+ଅନ୍ତ=ନିର୍ଣ୍ଣୟ ଯହିଁରୁ; ବହୁବ୍ରୀହି) — ଅବସର — Leisure
  • ସଂ. ବି—(ବୃତ୍ତ=ଜାତ+ଅନ୍ତ=ନିର୍ଣ୍ଣୟ ଯହିଁରୁ; ବହୁବ୍ରୀହି) — ସମ୍ପୂର୍ଣ୍ଣତା — Perfection
  • ସଂ. ବି—(ବୃତ୍ତ=ଜାତ+ଅନ୍ତ=ନିର୍ଣ୍ଣୟ ଯହିଁରୁ; ବହୁବ୍ରୀହି) — ଆଖ୍ୟାନ— (ହି. ଶ) — Narration; narrative