ବୃତ୍ତସ୍ଥ Bṛuttastha

  • ସଂ. ବିଣ.—(ବୃତ୍ତ+ସ୍ଥା ଧାତୁ+କର୍ତ୍ତୃ. ଅ) — ବୃତ୍ତ କ୍ଷେତ୍ର ମଧ୍ୟରେ ଅବସ୍ଥିତ — Situated inside a circle
  • ସଂ. ବିଣ.—(ବୃତ୍ତ+ସ୍ଥା ଧାତୁ+କର୍ତ୍ତୃ. ଅ) — ସଚ୍ଚରିତ୍ର — Honest
  • ସଂ. ବିଣ.—(ବୃତ୍ତ+ସ୍ଥା ଧାତୁ+କର୍ତ୍ତୃ. ଅ) — ସୁଶୀଳ — Of good conduct