ବୃତ୍ତଫଳ Bṛuttaphaḻa

  • ସଂ. ବି—(କର୍ମଧା) — କୌଣସି ଗୋଲାକାର ଫଳ (ହି. ଶ) — 1. Any round fruit
  • ସଂ. ବି—(କର୍ମଧା) — ଗୋଲମରିଚ (ହି. ଶ) — Black pepper
  • ସଂ. ବି—(କର୍ମଧା) — ଡାଳିମ୍ବ (ହି. ଶ) — Pomegranate
  • ସଂ. ବି—(କର୍ମଧା) — କଇଥ (ହି. ଶ) — Wood apple
  • ସଂ. ବି—(କର୍ମଧା) — ତରଭୁଜ (ହି. ଶ) — Water melon
  • ସଂ. ବି—(କର୍ମଧା) — (ବହୁବ୍ରୀହି) କରଞ୍ଜ ଗଛ (ହି. ଶ) — Pongamia Glabra (tree)
  • ସଂ. ବି—(କର୍ମଧା) — ନାଲି ଅପାମାର୍ଗ (ହି. ଶ) — The redvariety of Apāmārga plant