ବୃତ୍ତଫଳା Bṛuttaphaḻā

  • ସଂ. ବି. (ବହୁବ୍ରୀହି; ବୃତ୍ତ+ଫଳ+ଆ) — ବାଇଗଣ (ହି. ଶ) — Brinjal
  • ସଂ. ବି. (ବହୁବ୍ରୀହି; ବୃତ୍ତ+ଫଳ+ଆ) — ଅଅଁଳା (ହି. ଶ) — Embelic Myrobalan
  • ସଂ. ବି. (ବହୁବ୍ରୀହି; ବୃତ୍ତ+ଫଳ+ଆ) — ଏକ ପ୍ରକାର ପିତା କାକୁଡ଼ି (ହି. ଶ) — A kind of bitter cucumber