ବୃତ୍ତପୁଷ୍ପ Bṛuttapushpa
- ସଂ. ବି — କଦମ୍ବ ଫୁଲ ଓ ଗଛ — The Nauclea Cadamba (tree and flower)
- ସଂ. ବି — ଶିରୀଷ ଫୁଲ — Name of a flower
- ସଂ. ବି — ବାନୀର; ଜଳବେତସ — A kind of cane; water ratan
- ସଂ. ବି — କୁବ୍ଜକ ଗୁଳ୍ମ — A kind of plant
- ସଂ. ବି — ଭୂକଦମ୍ବ — A small species of Kadamba tree
- ସଂ. ବି — ସେବତୀ (ହି. ଶ.) — Musk rose
- ସଂ. ବି — ମଲ୍ଲି ଫୁଲ (ହି. ଶ) — Jasmine
- ସଂ. ବି — ମୁଗୁରା ମଲ୍ଲୀ (ହି. ଶ) — The double-petalled variety of Jasmine