ବୃତ୍ତଗନ୍ଧି Bṛuttagandhi

  • ସଂ. ବି. (ବୃତ୍ତ+ଗନ୍ଧ+ଇ) — ଯେଉଁ ଗଦ୍ୟ ରଚନାର ସ୍ଥଳ ବିଶେଷରେ ପରିମିତ ଅକ୍ଷରବନ୍ଧ ପଦ୍ୟାଂଶ ପରି ଶୁଣାଯାଏ — A form of prose containing poetical composition at place
  • ସଂ. ବି. (ବୃତ୍ତ+ଗନ୍ଧ+ଇ) — ଅନୁପ୍ରାସ ଓ ସମାସ ବହୁଳତା ଯୋଗୁଁ ଯେଉଁ ଗଦ୍ୟ ପଦ୍ୟ ପରି ଆନନ୍ଦପ୍ରଦ ହୁଏ — Prose composition which is full of alliterations and compound words and sounds like poetry