ବୃତପତ୍ରା Bṛutapatrā

  • ସଂ. ବି. (ବୃତ୍ତ+ପତ୍ର+ଆ) — ପୁତ୍ର ଦାତ୍ରୀ; ମାଳବ ପ୍ରଦେଶର ଗୁଳ୍ମ ବିଶେଷ (ହି. ଶ.) — A creeper or plant of Māḻaba
  • ସଂ. ବି. (ବୃତ୍ତ+ପତ୍ର+ଆ) — ଶ୍ୱେତ କଣ୍ଟକାରୀ; ଧଳା ଭେଜିବାଇଗଣ — Solanum Indicum (plant)