ବୃକ୍ଷାଦନ Bṛukshādana

  • ସଂ. ବି (ବୃକ୍ଷ+ଅଦ୍ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅନ) — କୁଠାର — Axe; hatchet
  • ସଂ. ବି (ବୃକ୍ଷ+ଅଦ୍ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅନ) — ବାରସୀ — Adze
  • ସଂ. ବି (ବୃକ୍ଷ+ଅଦ୍ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅନ) — ଅଶ୍ୱତ୍ଥ ଗଛ — The religious fig; Ficus Religiosa
  • ସଂ. ବି (ବୃକ୍ଷ+ଅଦ୍ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅନ) — ପିୟାଳ (ହି. ଶ.) (ଦେଖ) — Piāḻa (See)
  • ସଂ. ବି (ବୃକ୍ଷ+ଅଦ୍ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅନ) — ମହୁ ଫେଣା (ହି. ଶ.) — Bee hive