ବୃକ୍ଷମୂଳ Bṛuksha mūḻa

  • ସଂ. ବି—( 6 ଷ୍ଠୀ ତତ୍; ବୃକ୍ଷ+ମୂଳ) — ଗଛର ଚେର — Root of a tree
  • ସଂ. ବି—( 6 ଷ୍ଠୀ ତତ୍; ବୃକ୍ଷ+ମୂଳ) — ଗଛର ନିମ୍ନ ଦେଶସ୍ଥ ଭୂମି — The foot of a tree