ବୃକ୍ଷଚ୍ଛାୟା Bṛukshachchhāyā

  • ସଂ. ବି—(ବୃକ୍ଷ୍+ଚ୍ଛାୟା; ସନ୍ଧିଦ୍ୱାରା ଚ୍ଛ) — ଗଛର ଛାଇ — The shade of a tree
  • ସଂ. ବି—(ବୃକ୍ଷ୍+ଚ୍ଛାୟା; ସନ୍ଧିଦ୍ୱାରା ଚ୍ଛ) — ବହୁବିସ୍ତୃତ ବୃକ୍ଷର ତଳ ଦେଶରେ ବିସ୍ତୃତ ଛାୟା — The shadow below a spreading tree