ବୃକ୍ଷ ଭିଦ୍ Bṛukshabhid
- ସଂ. ବି—(ବୃକ୍ଷ+ଭିଦ୍ ଧାତୁ+କର୍ତ୍ତୃ. କ୍ୱିପ୍) — କୁଠାର; କୁରାଢ଼ି — An axe
- ସଂ. ବି—(ବୃକ୍ଷ+ଭିଦ୍ ଧାତୁ+କର୍ତ୍ତୃ. କ୍ୱିପ୍) — ବାରସୀ — Adze
- ସଂ. ବି—(ବୃକ୍ଷ+ଭିଦ୍ ଧାତୁ+କର୍ତ୍ତୃ. କ୍ୱିପ୍) — ଟାଙ୍ଗିଆ — A small axe; a hatchet
- ସଂ. ବି—(ବୃକ୍ଷ+ଭିଦ୍ ଧାତୁ+କର୍ତ୍ତୃ. କ୍ୱିପ୍) — ବଟାଳି — Chisel