ବୁ Bu

  • ପ୍ରାଦେ (ସମ୍ବଲପୁର) ବି (ତୁଳ. ଏହି ଅର୍ଥରେ ହିନ୍ଦୀ ବୂ) — ମାତୃସ୍ତନ — Mother's breast
  • ପ୍ରାଦେ (ସମ୍ବଲପୁର) ବି (ତୁଳ. ଏହି ଅର୍ଥରେ ହିନ୍ଦୀ ବୂ) — [ଦ୍ର—ଯୁବତୀ ସ୍ତନକୁ 'ଦୁଦ୍' କହନ୍ତି।
  • ବୈଦେ. ବି (ଫା. ବୂ) ଗନ୍ଧ — Smell