ବୁଆ ଖାଇବା Buā khāibā

  • ଦେ. କ୍ରି — (ଗୋରୁମାନେ) ବୁଆ ଧାନ ଚରି ଯିବା — (cattle) To graze on sown paddy plants when they are 2 to 0 inches high
  • ଦେ. କ୍ରି — (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତିଙ୍କ ଘରେ ପର୍ଯ୍ଯାପ୍ତ ଭୋଜନ କରିବା — To eat one's fill at another's table