ବୁଢ଼ୀମା Buṟḍ̠ẖīmā
- ଦେ. ବି—(ସଂ. ବୃଦ୍ଧା ମାତା) — ବୃଦ୍ଧା ମାତା — 2. Old mother
- ଦେ. ବି—(ସଂ. ବୃଦ୍ଧା ମାତା) — ପିତାମହୀ — Grandmother
- ଦେ. ବି—(ସଂ. ବୃଦ୍ଧା ମାତା) — ପ୍ରପିତାମହୀ — great grandmother
- ଦେ. ବି—(ସଂ. ବୃଦ୍ଧା ମାତା) — ବୁଢ଼ୀ ଠାକୁରାଣୀ; ବିସୂଚିକା ଦେବୀ — Cholera personified as a Goddess