ବୁଢ଼ୀ ମା ଖିଆ Buṟḍ̠ẖī mā khiā

  • ଦେ. ବିଣ. ପୁଂ — ପୁରୁଷମାନଙ୍କୁ ଦିଆଯିବା ଅଭିଶାପ ବ୍ୟଞ୍ଜକ ଗାଳି — A term of abuse addressed to males implying a curse that the man will succumb to cholera
  • ଦେ. ବିଣ. ପୁଂ — [ଦ୍ର—ଏଥିର ସୂଚିତାର୍ଥ, ତୋତେ ବୁଢ଼ୀ ମା ଖାଉ, ଅର୍ଥାତ୍ ତୁ ହଇଜାରେ ମର୍।]