ବୁଢ଼ୀ ଧଡ଼ୀ Buṟḍ̠ẖī dhaṟḍ̠ī

  • ଦେ. ବି— (ସହଚର ଶବ୍ଦ) — ବୃଦ୍ଧା ଓ ଜୀର୍ଣ୍ଣକାୟା ସ୍ତ୍ରୀ — Old and worn out woman
  • ଦେ. ବି— (ସହଚର ଶବ୍ଦ) — ବିଗତଯୌବନା ଓ ବିଗତସୌନ୍ଦର୍ଯ୍ଯା ସ୍ତ୍ରୀ — A woman past her youth and who has lost her plumpness and beauty