ବୁଢ଼ୀ ଅସୁରୁଣୀ Buṟḍ̠ẖī asuruṇī

  • ଦେ. ବି. ସ୍ତ୍ରୀ—(ସଂ. ଓ ଅସୁରୀ) — କାହାଣୀରେ କଥିତ ବୃଦ୍ଧା ରାକ୍ଷସୀ — The old hag (demoness) of the folk tales
  • ଦେ. ବି. ସ୍ତ୍ରୀ—(ସଂ. ଓ ଅସୁରୀ) — (ଗାଳି) ଯେଉଁ ବୁଢ଼ୀ ସୁକୁମାର ଶିଶୁମାନଙ୍କ ଉପରେ କୁ ଦୁଷ୍ଟି ପକାଇ ତାଙ୍କର ରକ୍ତ ଶୋଷି ନିଏ — 3. An old blood-sucking witch