ବୁଢ଼ା ହେବା Buṟḍ̠hā hebā

  • ଦେ. କ୍ରି — ବାର୍ଦ୍ଧକ୍ୟ ପ୍ରାପ୍ତ ହେବା — To be come old; to attain a good old age
  • ଦେ. କ୍ରି — [ଉ—ବୁଢ଼ା ହେବା ପତିକି ନବୀନା ତରୁଣୀ। କୃଷ୍ଣସିଂହ. ମହାଭାରତ ବନ।]
  • ଦେ. କ୍ରି — (ବାଇଗଣ କାକୁଡ଼ି ଆଦି ଫଳ) ବେଶି ପକ୍ୱ ହେବା — To become over-matured (said of fruits)
  • ଦେ. କ୍ରି — [ଦ୍ର— ଯେଉଁ ଫଳ ପାଚିଲେ ସଢ଼ିଯାଏ (ଯଥା—ଆମ୍ବ, ପଣସ), ତା ପ୍ରତି ବୁଢ଼ା ଶବ୍ଦ ପ୍ରୟୋଗ କରାଯାଏ ନାହିଁ, କିନ୍ତୁ ଯେଉଁ ଫଳ ପାଚିଲେ ବେଶି ଟାଣୁଆ ହୁଏ (ଯଥା— କଖାରୁ, କାକୁଡ଼ି, ଲାଉ, ବାଇଗଣ) ତା ପ୍ରତି ଏ ଶବ୍ଦ ପ୍ରୟୋଗ କରାଯାଏ। ଛୁଇଁପ୍ରତି ମଧ୍ୟ ବୁଢ଼ାଶବ୍ଦ ପ୍ରଯୁକ୍ତ ହୁଏ।]