ବୁଢ଼ା ହଡା Buṟḍ̠hā haṟḍ̠ā
- ଦେ. ବି. ପୁଂ (ସହଚର ଶବ୍ଦ) — ବୃଦ୍ଧବ୍ୟକ୍ତିଗଣ — Old people
- ଦେ. ବି. ପୁଂ (ସହଚର ଶବ୍ଦ) — ବୃଦ୍ଧ ଓ ଦୁର୍ବଳ ବ୍ୟକ୍ତିଗଣ — Old and weak persons
- ଦେ. ବି. ପୁଂ (ସହଚର ଶବ୍ଦ) — ବୃଦ୍ଧ ଓ ଶୀର୍ଣ୍ଣବଳଦ — Old and incapable bullock
- ଦେ. ବି. ପୁଂ (ସହଚର ଶବ୍ଦ) — ବୃଦ୍ଧ ଓ ଅକ୍ଷମ ବ୍ୟକ୍ତି — An old and weak person
- ଦେ. ବିଣ. ପୁଂ — ଅତିଶୟ ବୁଢ଼ା ଓ ଅସମର୍ଥ — Old and incapable; decrepit