ବୁଢ଼ା ଶୁଆ Buṟḍ̠ẖā ṡuā

  • ଦେ. ବି (ସଂ. ବୃଦ୍ଧ ଶୁକ) — ଅଧିକ ବୟସ୍କ ଶୁକପକ୍ଷୀ — A parrot grown by old
  • ଦେ. ବି (ସଂ. ବୃଦ୍ଧ ଶୁକ) — (ଲକ୍ଷଣାର୍ଥ) —ବାଲ୍ୟାବସ୍ଥା ଗତ ହେବା ପରେ ଯେ ବିଦ୍ୟାଶିକ୍ଷା କରେ — (figuratīve) A student past his boyhood
  • ଦେ. ବି (ସଂ. ବୃଦ୍ଧ ଶୁକ) — [ଦ୍ର—ଶୁଆଙ୍କୁ ପିଲାଦିନରୁ ଧରିଆଣି ପଦ ପଢ଼ାଇଲେ ସେମାନେ ପଦ ଧରନ୍ତି, କିନ୍ତୁ ବୁଢ଼ା ଶୁଆକୁ ଧରିଆଣି ପଢ଼ାଇଲେ ସେ ପଦ ଧରେ ନାହିଁ, କେବଳ 'କଟର କଟର' ହେଉଥାଏ; ସେହିପରି ବାଲ୍ୟକାଳରେ ବିଦ୍ୟାରମ୍ଭ ନ କରି ଯେ ବଡ଼ ହୋଇଗଲେ ପାଠ ପଢ଼େ ତାକୁ ପାଠ ପଇଟେ ନାହିଁ; ଏଥିପାଇଁ ସେପରି ବିଦ୍ୟାର୍ଥୀକୁ ଲକ୍ଷ୍ୟ କରି ଲୋକେ କହି ଥାଆନ୍ତି 'ବୁଢ଼ାଶୁଆ କଟର କଟର']