ବୁଢ଼ା ମିଆଁ Buṟḍ̠ẖāmiāñ

  • ଦେ. ବି — ବୃଦ୍ଧ ମୁସଲ୍ମାନ — An old Mahomedan
  • ଦେ. ବି — ଦଳ ମଧ୍ୟରେ ବୃଦ୍ଧ ଲୋକ — The eldest person in a group
  • ଦେ. ବି — ଦଳର ନେତା — The leader of a group
  • ଦେ. ବି — 4 (ଶିଶୁବଚନ) ବୁଢ଼ା ଆଙ୍ଗୁଠି — 4(ଶିଶୁବଚନ) ବୁଢ଼ା ଆଙ୍ଗୁଠି—4. The thumb
  • ଦେ. ବି — [ଉ— ଏଉଟି ବୋଇଲା, କିସ କରିବା? ଏଉଟି ବୋଇଲା, କିସ ଖାଇବା? ଏଉଟି ବୋଇଲା, କାହୁଁ ଆଣିବା? ଏଉଟି ବୋଇଲା, ଋଣ କରିବା। ବୁଢ଼ାମିଆଁ ଥାଇ ବୋଇଲା, ଖାଇବା ପିଇବା ପଳେଇବା ପାଞ୍ଚଆଙ୍ଗୁଠି ସମ୍ବନ୍ଧେ ଶିଶୁବାକ୍ୟ।]