ବୁଢ଼ା ତାଳସଜ Buṟḍ̠ẖā tāḻasaja

  • ଦେ. ବି — ଯେଉଁ ତାଳସଜ କଞ୍ଚା ଫଳ ମଧ୍ୟରୁ କଟା ହୋଇ ବେଶି ସମୟ ପଦାରେ ରହିଯାଏ ଓ ସେଥିଲାଗି ଯାହାର କୋମଳାଂଶ ଟାଣ ହୋଇ— ଯାଇଥାଏ — The pith of kernel inside a raw palm fruit which has become hardened by being exposed to the air for a long time