ବୁଢ଼ା ଛୋଇଁ Buṟḍ̠ẖā chhoiñ

  • ଦେ. ବି. (ସଂ. ବୁଦ୍ଧ+ଶିମ୍ବୀ) — ଯେଉଁ ଛୁଇଁର (ଯଥା—ସଜନା, ବରଗଡ଼ା) ସୁପରିଣତ ଓ ସୁଖାଦ୍ୟ ବା ସୁପାଚ୍ୟ ବା କୋମଳ ହେବା ଅବସ୍ଥା ଟପି ଯାଇଅଛି — Pod which passed the state of tenderness
  • ଦେ. ବି. (ସଂ. ବୁଦ୍ଧ+ଶିମ୍ବୀ) — [ଦ୍ର—ଛୁଇଁ ବୁଢ଼ା ହୋଇଗଲେ ତାହାର ଚୋପା ଓ ବୀଜ ଟାଣୁଆ ଓ ଅଖାଦ୍ୟ ହୋଇଯାଏ।]