ବୁଢ଼ା ଚୋର Buṟḍ̠ẖā chora

  • ଦେ. ବି. (ସଂ. ବୃଦ୍ଧ+ଚୌର) — ଚୋରି ବିଦ୍ୟାରେ ଅଭ୍ୟସ୍ତ ବା ପାରଙ୍ଗମ ବ୍ୟକ୍ତି; ପୁରୁଣା ଚୋର — An old thief
  • ଦେ. ବି. (ସଂ. ବୃଦ୍ଧ+ଚୌର) — (ଉ—ବୁଢ଼ା ଚୋରକୁ ଚୋରି ଶିଖଉଛି ! —ଢଗ।)
  • ଦେ. ବି. (ସଂ. ବୃଦ୍ଧ+ଚୌର) — ଚୋରି କରୁଥିବା ବୃଦ୍ଧ ବ୍ୟକ୍ତି — An old man who is a thief