ବୁଢ଼ା ଚାନ୍ଦ Buṟḍ̠ẖā chānda
- ଦେ. ବି. (ବୃଦ୍ଧ+ଚନ୍ଦ୍ର) — (ଶିଶୁ ବଚନ) କୁମାର— ପୂର୍ଣ୍ଣିମା ସନ୍ଧ୍ୟାବେଳେ ନବୋଦିତ ଚନ୍ଦ୍ରଙ୍କୁ ନୈବେଦ୍ୟ କରା ଯାଇଥିବା ଛେନାଗୁଡ଼ ଚକଟା (ଯାହାକୁ ଶିଶୁମାନେ ପରସ୍ପର ଖୁଆଖୋଇ ହୋଇ ପରସ୍ପର ସଙ୍ଗେ 'ଚାନ୍ଦ' ବସନ୍ତି), ଯାହାକୁ ନୈବେଦ୍ୟ ହେବା ସଙ୍ଗେ ସଙ୍ଗେ ବ୍ୟବହାର କରା ନ ଯାଇଥାଏ — An offering of sweets made to the moon in the evening of the Kumāra Purṇṇimā, if kept unused for some time
- ଦେ. ବି. (ବୃଦ୍ଧ+ଚନ୍ଦ୍ର) — ବହୁକାଳ ହେଲା ଉଦିତ ପୂର୍ଣ୍ଣଚନ୍ଦ୍ର — A long-risen full moon
- ଦେ. ବି. (ବୃଦ୍ଧ+ଚନ୍ଦ୍ର) — [ଦ୍ର— ଚାନ୍ଦ ବୁଢ଼ା ହେବା ପୂର୍ବରୁ ଶିଶୁମାନଙ୍କ ମଧ୍ୟରେ ତାହା ବ୍ୟବହୃତ ହେବା ପାଇଁ ବର୍ଷିୟଷୀମାନେ କହନ୍ତି।]