ବୁଢ଼ା ଆଙ୍ଗୁଠି Buṟḍ̠ẖā āṅguṭhi

  • ଦେ. ବି. (ସଂ. ବୃଦ୍ଧାଙ୍ଗୁଷ୍ଠ) — ବୃଦ୍ଧାଙ୍ଗୁଳ; ହାତର ଓ ଗୋଡ଼ର ସର୍ବାପେକ୍ଷା ସ୍ଥୂଳ ଅଙ୍ଗୁଷ୍ଠ — The thumb (of the hand); the great toe (of the foot)