ବୁଡ଼େଇ ରଖିବା Buṟḍ̠ei rakhibā
- ଦେ. କ୍ରି — କିଛିକାଳ ପ୍ରର୍ଯ୍ଯନ୍ତ ଜଳରେ ନିମଜ୍ଜିତ କରିବା; ବତୁରାଇବା — To cause a thing to be underwater for some time; to keep a thing immersed in water
- ଦେ. କ୍ରି — (ଲକ୍ଷଣାର୍ଥ) ଗୋପନ ରଖିବା; ଲୁଚାଇବା — (figurative) To conceal; to keep a matter secret