ବୁଡ଼ି କପା Buṟḍ̠i kapā

  • ଦେ. ବି (ସଂ. ବଦର+କାର୍ପାସ, ଏହାର ବକଡ଼ା ବର କୋଳି ପରି ସାନ ଥିବାରୁ; ସଂ. ବନକାର୍ପାସିକା) — ଏକ ପ୍ରକାର କପା — A species of cotton; Gossypum Arboreum
  • ଦେ. ବି (ସଂ. ବଦର+କାର୍ପାସ, ଏହାର ବକଡ଼ା ବର କୋଳି ପରି ସାନ ଥିବାରୁ; ସଂ. ବନକାର୍ପାସିକା) — [ଦ୍ର— ଏହା ଏକ ଜାତୀୟ ନିକୃଷ୍ଟ କପା, କିନ୍ତୁ ଏହାକୁ ଏ ଦେଶରେ ସାଧାରଣ କୃଷକ ଆବାଦ କରେ।]