ବୁଡ଼ା ମାରିବା Buṟḍ̠ā māribā
- ଦେ. କ୍ରି — ପାଣିରେ ସନ୍ତରଣ କରିବାବେଳେ ଡୁବ ମାରିବା ବା ବୁଡ଼ିବା — To plunge while swimming; to move below the surface of water while swimming
- ଦେ. କ୍ରି — ଜଳରେ ଡୁବି କରି କିଛିକ୍ଷଣ ରହିବା — To dive into water; to remain plunged for some time
- ଦେ. କ୍ରି — [ଯଥା— ମୁଁ ଏଠେଇଁ ବୁଡ଼ା ମାରି 100 ଫୁଟ୍ ଛଡ଼ାରେ ଉଠିବି।] — [ଯଥା— ମୁଁ ଏଠେଇଁ ବୁଡ଼ା ମାରି100ଫୁଟ୍ ଛଡ଼ାରେ ଉଠିବି]
- ଦେ. କ୍ରି — ବୁଡ଼ା ପଡ଼ିବା (ଦେଖ) — Buṟḍ̠ā paṟḍ̠ibā (See)
- ଦେ. କ୍ରି — ଏକଥର ପାଣିରେ ବୁଡ଼ିବା — To plunge or dip into water; to take a plunge