ବୁଡ଼ା ବୋକ Buṟḍ̠ā boka

  • ଦେ. ବି —(ସଂ. ବୁଡ଼ ଧାତୁ+ଧନ୍ୟର୍ଥକ ବୁକ) — ଅତି ପ୍ରେମ ସହିତ ଦିଆଯିବା ଚୁମ୍ବନ, ଯାହାକି ଚୁମ୍ବିତ ବ୍ୟକ୍ତିକୁ ଆହ୍ଲାଦରେ ଡୁବାଇଦିଏ — A hearty or exhiliarating kiss
  • ଦେ. ବି —(ସଂ. ବୁଡ଼ ଧାତୁ+ଧନ୍ୟର୍ଥକ ବୁକ) — ଯେଉଁ ଚୁମ୍ବନ ଚୁମ୍ବିତ ଅଙ୍ଗରେ ଗଭୀରରୂପେ ମୁଦିତ ହୁଏ; ଗାଢ଼ ଚୁମ୍ବନ — A pressing kiss; a kiss which makes a a deep impression on the limb kissed