ବୁଡ଼ା ପାଣି Buṟḍ̠ā pāni
- ଦେ. ବି—ଦେ ବି—(ସଂ. ବୁଡ଼ ଧାତୁ+ପାନୀୟ) ଯେଉଁ ବର୍ଷା ବା ବନ୍ୟାଜଳ ଫସଲ ଆଦିକୁ ବୁଡ଼ାଇ ଦିଏ; ବଦଳ — A deluge of rain
- ଦେ. ବି—ଦେ ବି—(ସଂ. ବୁଡ଼ ଧାତୁ+ପାନୀୟ) ଦେଶ— ପ୍ଳାବନକାରୀ ପ୍ରବଳ ବନ୍ୟା — Deluge; a devastating flood
- ଦେ. ବି—ଦେ ବି—(ସଂ. ବୁଡ଼ ଧାତୁ+ପାନୀୟ) ମନୁଷ୍ୟର ବୁଡ଼ିଯିବା ପରିମିତ ଗଭୀରତାଯୁକ୍ତ ଜଳ — Water beyond the depth of a man
- ଦେ. ବି—ଦେ ବି—(ସଂ. ବୁଡ଼ ଧାତୁ+ପାନୀୟ) ଯଥା— ଏ ପୋଖରୀରେ ବୁଡ଼ା ପାଣି ଅଛି।