ବୁଡ଼ା ପଥର Buṟḍ̠ā pathara

  • ଦେ. ବି—(ସଂ. ବୁଡ଼ ଧାତୁ+ ପ୍ରସ୍ତର; ପ୍ରା. ପତ୍ଥର) — ନଦୀ ବା ସମୁଦ୍ର ଗର୍ଭସ୍ଥ ଯେଉଁ ପଥର ବା ପର୍ବତ ଜଳର ନିମ୍ନରେ ଥାଇ ବାହାରକୁ ଦେଖା ପଡ଼ୁ ନ ଥାଏ — Sunken rock; submarine rock