ବୁଡ଼ ପାଳିବା Buṟḍ̠a pāḻibā
- ଦେ. କ୍ରି. (ସଂ. ବୁଡ଼୍ ଧାତୁ+ପାଳନ) — କାର୍ତ୍ତିକ, ମାଘ ଆଦି ଧର୍ମ ମାସରେ ସଂକଳ୍ପ ପୂର୍ବକ ନିୟମିତ ରୂପେ ପ୍ରତିଦିନ ପ୍ରାତଃସ୍ନାନ କରିବା — To regularly take early morning bath in observance of the religious vow during Kārttika and other months
- ଦେ. କ୍ରି. (ସଂ. ବୁଡ଼୍ ଧାତୁ+ପାଳନ) — ଗାଧୋଇବା; ସ୍ନାନ କରିବା — To bathe
- ଦେ. କ୍ରି. (ସଂ. ବୁଡ଼୍ ଧାତୁ+ପାଳନ) — (ଉ—ବୁଡ଼ ପାରିଲା କଥା ମୁଣ୍ଡ ଶୁଖେଇଲା ବେଳକୁ ନ ଥାଏ—ଢଗ।)