ବୁଡ଼ ଦେବା Buṟḍ̠ debā

  • ଦେ. କ୍ରି — ମୁଣ୍ଡ ବୁଡ଼ାଇ ସ୍ନାନ କରିବା; ପାଣିରେ ନିମଜ୍ଜିତ ହୋଇ ସ୍ନାନ କରିବା — 1. To take a bath by immersion; to take a plunge
  • ଦେ. କ୍ରି — ବାରୁଣୀ ଯୋଗ ସମୟରେ ତୀର୍ଥରେ ସ୍ନାନ କରିବା — To take a bath in some sacred water on some auspicious occasion
  • ଦେ. କ୍ରି — କୁଟୁମ୍ବୀଙ୍କର ବା ନିକଟ ସମ୍ପର୍କୀୟ ବନ୍ଧୁ ମୃତ୍ୟୁର ଦଶାହ ଉପଲକ୍ଷରେ ଶୁଦ୍ଧିସ୍ନାନ କରିବା — To take a purificatory bath on the 10th day of a relative's or kinman's death
  • ଦେ. କ୍ରି — କାର୍ତ୍ତିକ, ମାଘ, ବୈଶାଖ ଓ ଆଷାଢ଼ ମାସରେ ବ୍ରତ ପାଳନର ଅଙ୍ଗ ରୂପେ ପ୍ରାତଃସ୍ନାନ କରିବା — 4. To take a bath early in the morning before sunrise as a part of the religious vow during the months of 'Kārttika', Māgha, ba̲i̱ṡākha and Āshāṟḍ̠ẖa
  • ଦେ. ବି — କୌଣସି ବ୍ୟକ୍ତିକୁ ପାଣିରେ ବୁଡ଼ାଇବା — 1. To drown a person
  • ଦେ. ବି — ଡୁବନ କରିବା; ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରିବା ପାଇଁ (ପାଦ୍ରୀ) ଭକ୍ତକୁ ପାଣିରେ ଡୁବାଇବା — 3. To baptise