ବୁଡ଼ କରିବା Buṟḍ̠a karibā
- ଦେ. କ୍ରି — କାର୍ତ୍ତିକାଦି ପୁଣ୍ଯ ମାସରେ ସୂର୍ଯ୍ଯୋଦୟ ପୂର୍ବରୁ ନଦୀର ବା ବାରୁଣୀ ଯୋଗରେ ତୀର୍ଥରେ ସ୍ନାନ କରିବା — To take an early morning bath in a river or sacred water in the month of Kārttika or other sacred time
- ଦେ. କ୍ରି — [ଉ—ବିଗତ ଶଯ୍ଯା ପ୍ରାତରେ; ବୁଡ଼ କରେ ସାଧୁ ନୀରେ । ଭଞ୍ଜ. ବୈଦେହୀଶବିଲାସ ।]