ବୁଲା Bulā

  • ଦେ. ବି (ସଂ. ବୁଲ୍ ଧାତୁ=ସଞ୍ଚରଣ) — ବୁଲିବା କ୍ରିୟା; ଭ୍ରମଣ — Walking; roving
  • ଦେ. ବି (ସଂ. ବୁଲ୍ ଧାତୁ=ସଞ୍ଚରଣ) — (ଉ—ଶରମ ପ୍ରଦ ଏତେ ଦିନେ କି ହେଲା, ଶମନସ୍ୱସା ତଟ
  • ଦେ. ବି (ସଂ. ବୁଲ୍ ଧାତୁ=ସଞ୍ଚରଣ) — ଅଟବୀ ବୁଲା। କିଶୋରୀଚମ୍ପୂ)
  • ଦେ. ବି (ସଂ. ବୁଲ୍ ଧାତୁ=ସଞ୍ଚରଣ) — ଘୂରାଇବା କ୍ରିୟା — Act of turning or whirling
  • ଦେ. ବି (ସଂ. ବୁଲ୍ ଧାତୁ=ସଞ୍ଚରଣ) — (ପୁଂ) ମନୁଷ୍ୟଙ୍କୁ ଦିଆଯିବା ନାମ — Name given to males
  • ଦେ. ବିଣ. ପୁଂ — ଯେ ବୁଲେ; ଭ୍ରମଣକାରୀ — Roving; wandering