ବୁଲଣା Bulaṇā

  • ଦେ. ବି.—(ସଂ. ବୁଲ୍ ଧାତୁ= ଭ୍ରମଣ କରିବା) — ଭ୍ରମ — Mistake; error
  • ଦେ. ବି.—(ସଂ. ବୁଲ୍ ଧାତୁ= ଭ୍ରମଣ କରିବା) — ଭ୍ରାନ୍ତ ମତ — Erroneous theory
  • ଦେ. ବି.—(ସଂ. ବୁଲ୍ ଧାତୁ= ଭ୍ରମଣ କରିବା) — ଆଉ କଥା ଯାକ ସବୁ ବେଦର ବୁଲଣା। ପ୍ରାଚୀ—ବ୍ରହ୍ମନିରୂପଣ ଗୀତା।)
  • ପ୍ରାଦେ (ମେଦିନୀପୁର, ବାଲେଶ୍ୱର) ବି — ବୋଲଣା (ଦେଖ) — Bolaṇā (See)