ବୁର୍ବୁଡ଼ାଇବା Bur-buṟḍ̠āibā

  • ପ୍ରାଦେ (ସମ୍ବଲପୁର) କ୍ରି — ଲୁଚାଇବା; କୌଣସି ପଦାର୍ଥକୁ ଗୁପ୍ତସ୍ଥାନରେ ଗୁଞ୍ଜିଦେବା — To stow; to conceal
  • ପ୍ରାଦେ (ସମ୍ବଲପୁର) କ୍ରି — ପୂର୍ଣ୍ଣଥିବା ଜଳପାତ୍ରରେ ହାତ ବୁଡ଼ାଇ ଦେବା — To dip one's hand in a jug full of water