ବୁରାଇ Burāi

  • ପ୍ରାଦେ (ସମ୍ବଲପୁର) ବି — ତୋଟା — A plantation or grove of trees
  • ବୈଦେ. ବି (ଫା) — ମନ୍ଦତା — Badness
  • ବୈଦେ. ବି (ଫା) — ପ୍ରାଦେ (ବାଲେଶ୍ୱର) ଅନୌଚିତ୍ୟ — Impropriety