ବୁଭୂଷା Bubhūshā
- ସଂ. ବି (ଭୂ ଧାତୁ ହେବା+ଇଚ୍ଛାର୍ଥେ ସନ୍+ଭାବ. ଅ+ଆ) — ସମ୍ଭବେଚ୍ଛା — A desire to be born
- ସଂ. ବି (ଭୂ ଧାତୁ ହେବା+ଇଚ୍ଛାର୍ଥେ ସନ୍+ଭାବ. ଅ+ଆ) — ହେବାର ଇଚ୍ଛା — A desire to be or to exist
- ସଂ. ବି (ଭୂ ଧାତୁ ହେବା+ଇଚ୍ଛାର୍ଥେ ସନ୍+ଭାବ. ଅ+ଆ) — ଯଶୋଲାଭ ପାଇଁ ଇଚ୍ଛା — Desire for fame