ବୁଦ୍ବୁଦ Bud buda
- ସଂ. ବି (ବୁଦ୍= ଅନୁକରଣ ଶବ୍ଦ+ବୁଦ୍ ଧାତୁ=ଆଲୋଚନା କରିବା+କର୍ମ ଅ) — ଜଳବିମ୍ବ; ଭୂଡୁଭୂଡ଼ା; ଭୂଡ଼ୁ ଭୂଡ଼ି — Bubbles
- ସଂ. ବି (ବୁଦ୍= ଅନୁକରଣ ଶବ୍ଦ+ବୁଦ୍ ଧାତୁ=ଆଲୋଚନା କରିବା+କର୍ମ ଅ) — (ଉ—ବୁଦ୍ବୁଦ ନ ଦିଶେ ଜଳ ଫି ଫି କୃତ କରି। ଭଞ୍ଜ ବୈଦେହୀଶ ବିଳାସ)।
- ସଂ. ବି (ବୁଦ୍= ଅନୁକରଣ ଶବ୍ଦ+ବୁଦ୍ ଧାତୁ=ଆଲୋଚନା କରିବା+କର୍ମ ଅ) — ଗର୍ଭସ୍ଥ ଭ୍ରୂଣ — The embryo; foetus
- ସଂ. ବି (ବୁଦ୍= ଅନୁକରଣ ଶବ୍ଦ+ବୁଦ୍ ଧାତୁ=ଆଲୋଚନା କରିବା+କର୍ମ ଅ) — ବୁଦ୍ବୁଦ୍ ପରି କ୍ଷଣସ୍ଥାୟୀ ପଦାର୍ଥ — Any short-lived thing (like a bubble)